#ମୋ_ଘର_ଭୁବନେଶ୍ବର_ଫାଇନ_କଟିଛି_ପୁରୀରେ
ପୁରୀରେ ଜଣେ ବାଇକ୍ ଚାଳକ ଆଇନ ଉଲଘଂନ କରୁଛି ହେଲେ ଭୁବନେଶ୍ଵରରେ ଥିବା କାର ମାଲିକଙ୍କ କଟୁଚି ଚାଲାଣ। ପରିବହନ ବିଭାଗର ଏହି ବିଚିତ୍ର ବ୍ୟବସ୍ଥା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୋ ପାର୍କିରେ ଗାଡି, ହେଲେ ବିନା ହେଲମେଟ ରେ ବୋଲି ଫାଇନ ଆସୁଛି। ଏମିତି ଏକ ଯୁବକଙ୍କ ଫାଇନ ଆସୁଛି ଯେ କଣ କରିବେ ବୋଲି ଉପାୟ ପାଇ ପାରୁନାହାନ୍ତି। ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#PUCFine#PublicReaction#Cuttack#PollutionRules#TrafficFine#CitizenVoice#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us