Advertisment

ମୋ ସ୍ବାମୀ ୪ଟା ହିନ୍ଦୁ ଝିଅକୁ ବାହାହୋଇଛି, ଜଣକଠୁ ୧୦ ଲକ୍ଷ ପାଉଛି’| Woman Files Complaint Against Husband

author-image
Odisha Reporter

ମୋ ସ୍ବାମୀ ୪ଟା ହିନ୍ଦୁ ଝିଅକୁ ବାହାହୋଇଛି, ଜଣକଠୁ ୧୦ ଲକ୍ଷ ପାଉଛି’| Kendrapada Woman Files Complaint Against Husband | Odisha Reporter
କେନ୍ଦ୍ରାପଡା ନସଡିପୁର ଅଞ୍ଚଳର ମହିଳା ଫରିିଦା ଖାତୁନ ନିଜ ସ୍ୱାମୀଙ୍କ ଏକାଧିକ ବିବାହକୁ ବିରୋଧ କରି ଏସପିଙ୍କୁ ନିକଟରେ ଅଭିଯୋଗ କରିଛନ୍ତି l ୨୦୨୦ରେ ଫରିିଦା ସଦର୍ ଥାନା ଅନ୍ତର୍ଗତ ଜମଧର ଗାଁର ସଇଜୁଦ୍ଦିନ ଖାନଙ୍କୁ ବିବାହ କରିଥିଲେ l ବିବାହର ମାତ୍ର ବର୍ଷକ ପରେ ସଇଜୁଦ୍ଦିନ ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ପରେ ଫରିିଦା ତାଙ୍କ ବାପାଙ୍କ ଘରକୁ ଚାଲି ଆସିଥିଲେ l ତାଙ୍କ ସ୍ଵାମୀ ପୁନର୍ବାର ଅନ୍ୟଜଣେ ମୁସଲମାନ ମହିଳାଙ୍କୁ ବିବାହ କରିଥିଲେ l ଶୁଣନ୍ତୁ ଆଉ କ'ଣ ଅଭିଯୋଗ କରୁଛନ୍ତି ମହିଳା ଜଣକ..
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#nikah#kendrapada#extramarital#Odisha#OdishaReporter

Advertisment
Odisha Odisha Reporter Odisha News National News latest odia news odia breaking news national news in odia odia news live Odisha Viral News Family Dispute Odisha Odisha social issue Kendrapada latest news Odia news crime Kendrapada news Kendrapada complaint multiple marriage allegation Odisha women news Kendrapada SP complaint marriage dispute India women rights Odisha domestic dispute news Kendrapada Sadar police