Advertisment

'ମୋ ସ୍ୱାମୀଙ୍କର 5ଟା ସ୍ତ୍ରୀ' | Odisha Reporter

author-image
Odisha Reporter

#ଜଣେ_ଯୁବକଙ୍କ_ମାଳ_ମାଳ_ସ୍ତ୍ରୀ
#ଦୁଇ_ଜଣ_ସ୍ତ୍ରୀ_ଏସପିଙ୍କ_ଦ୍ୱାରସ୍ଥ
ଗୋଟିଏ ପରେ ଗୋଟିଏ ବିବାହ କରି ଚାଲିଛନ୍ତି ରଙ୍ଗିଲା ବାବୁ । କେବଳ ବିବାହ ନୁହଁ ବିବାହ ପରେ ଲୁଟି ନେଇଛନ୍ତି ସୁନା ଗହଣା ସହ ଲକ୍ଷାଧିକ ଟଙ୍କା । ପରେ ଆଉ ଗୋଟେ ନୂଆ ସ୍ତ୍ରୀ ମିଳିଗଲେ ପୁରୁଣା ସ୍ତ୍ରୀ ମାନଙ୍କ ଅନ୍ତରଙ୍ଗ ଅଶ୍ଳୀଳ ଫଟୋ ଭାଇରଲ କରିବାକୁ ଦେଉଛନ୍ତି ଧମକ। ନିଜ ସ୍ୱାମୀଙ୍କ ନାମରେ ଏପରି ସାଙ୍ଘାତିକ ଅଭିଯୋଗ ଆଣି ଭଦ୍ରକ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଦୁଇ ଜଣ ସ୍ତ୍ରୀ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#odishareporter#OdishaReporter#allegations#Husband#bhadrak#wives

Advertisment
odia sambad Odia News Odisha National News oriya news today Odia oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News