#ମୋର_8କୋଟିର_ମାଲ୍_ନଷ୍ଟ_ହୋଇଗଲା
ଆଖି ପିଛୁଳାକେ ହୁତୁହୁତୁ ହୋଇ ଜଳିଗଲା ୪ ମହଲା ବିଶିଷ୍ଟ ଘର। ଢୋ ଢୋ ଶବ୍ଦରେ ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଲା। ପ୍ରଥମେ ସର୍ଟସର୍କିଟରୁ ନିଆଁ ଲାଗିଥିବା ବେଳେ ଉପର ମହଲାରେ ଗଚ୍ଛିତ ଥିବା ବାଣ ପାଇଁ ନିଆଁ ବ୍ୟାପିଯାଇଥିବା ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୪ରୁ ୫ କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#PropertyLoss#ElectricalShortCircuit#UrbanFireSafety#EmergencyResponse#BalasoreShopFire_CinemaChhak#FireAccident_Odisha#MorningBlaze_Balasore#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us