#ହେଲମେଟ_ପିନ୍ଧି_ମୁଣ୍ଡ_ଚନ୍ଦା_ଆଉ_ସ୍କୁଟି_ଚଲାଇବିନି-ନନ୍ଦ ମଉସା
କୋଇଡାର ନନ୍ଦ ମଉସା ନିଷ୍ପତ୍ତି ନେଇଛନ୍ତି , ଆଉ ସ୍କୁଟି ଚଳାଇବେନି , ସିଧା ନେଇକି ମୋହନ ସରକାରଙ୍କ ଦୁଆରରେ ରଖିଦେବ ଆଉ ମୋହନ ସରକାର ହିଁ ଚଳାଇବେ । କିଛି ବୁଝିବା ପରିସ୍ଥିତିରେ ନାହାନ୍ତି ମଉସା, ତାଙ୍କର ଏକାଜିଦ୍, ମୁଁ ଏତେ ଟଙ୍କା ଆଣିବି କେଉଁଠୁ ଆଉ ଫାଇନ ଦେବି କାହିଁକି ?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#koida#chalan#fine#STA#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us