ନିଶା ମହାରାଣା କୋର୍ଟ ଗଲେ ଓ ବେଲ୍ ନେଲେ। ଆଜି ବଲାଙ୍ଗିର କୋର୍ଟରେ ସରେଣ୍ଡର୍ କରିଛନ୍ତି ଆଇଟମ୍ ଡ୍ୟାନ୍ସର ନିଶା ମହାରଣା। ବଲାଙ୍ଗିର ଟାଉନ୍ ଥାନା ଅଞ୍ଚଳରେ ଅଶ୍ଳୀଳ ନୃତ୍ୟ ମାମଲାରେ ନିଶାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏନେଇ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ନିଶା। ହାଇକୋର୍ଟ ନିମ୍ନ କୋର୍ଟକୁ ଯିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ସେ କୋର୍ଟରେ ହାଜର ହୋଇଥିଲେ। ପରେ ତାଙ୍କୁ ୨୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଜାମିନ୍ ମିଳିଛି।
Advertisment
ବାଲାଙ୍ଗୀରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଆୟୋଜକଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଗିରଫ ଭୟରେ ଆତ୍ମଗୋପନ କରି ଆଗୁଆ ଜାମିନ ଆବେଦନ କରିଥିଲେ ନିଶା।
viral dance case
court surrender news
Odisha crime news
latest Balangir news
dance controversy Odisha
Odisha controversy news
SDJM court Balangir
Balangir police case
Nisha Maharana
obscene dance case
Balangir news
Odisha
National News
oriya news today
odia news live
news in odia
odisha reporter youtube
latest oriya news
national news in odia
Odisha Reporter
odia news
odia breaking news
latest odia news
Odisha News
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
