#୨୨ଲକ୍ଷରୁ_ଅଧିକ_ଟଙ୍କାର_ସମ୍ପତି_ବାଜ୍ୟାପ୍ତି_କଲା_STF
ବାଜ୍ୟାପ୍ତି ହେଲା ଗଞ୍ଜେଇ ମାଫିଆଙ୍କ ସମ୍ପତି। ୨୨ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ବାଜ୍ୟାପ୍ତି କଲା STF । କୋଲକାତା କମ୍ପିଟେଟ ଅଥରିଟିଙ୍କ ନିର୍ଦେଶ ଆଧାରରେ ସମ୍ପତି ବାଜ୍ୟାପ୍ତି କରାଯାଇଛି। ବାଜ୍ୟାପ୍ତି ସମ୍ପତି ମଧ୍ୟରେ ରହିଛି ଅଭିଯୁକ୍ତଙ୍କ ୯ଟି ଦାମୀ ଗାଡି। ୨୦୨୪ ମସିହାରେ ଦୁଇ ଗଞ୍ଜେଇ ବେପାରୀ ଗଞ୍ଜେଇ ନେଇ ଯାଉଥିବା ବେଳେ ଦୁଇ ଜଣଙ୍କୁ ମାଡି ବସିଥିଲା STF। ଦୁଇ ଅଭିଯୁକ୍ତ ହେଲେ ବିକାଶ କୁମାର ଦିଗଲ ଏବଂ ସୌମ୍ୟ ରଞ୍ଜନ ଦିଗଲ । ଗଞ୍ଜେଇ ବିକ୍ରି ଟଙ୍କାରେ କିଣିଥିବା ୯ଟି ଗାଡିକୁ ଜବତ କରିଥିଲା କ୍ରାଇମ ବ୍ରାଞ୍ଚ STF ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#crimebranchstf#propertyattached#crimebranch#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
