#ଟ୍ରିବ୍ୟୁନାଲଙ୍କ_ଗ୍ରସ୍ତ_ପିକନିକ_ନୁହେଁ_ଶିଷ୍ଟାଚାର_ଶିଖ- ପିତାମ୍ବର
ଦିନଥିଲା ମହାନଦୀରେ ପାଣି ଊବୁଟୁବୁ ହେଉଥିଲା। ହୀରାକୁଦ ଠାରୁ କଟକ ମୁଣ୍ଡଳୀ ପର୍ଯ୍ୟନ୍ତ। ଜଳଫୁଆର ଦେଖିବାକୁ ମିଳୁଥିଲା କିନ୍ତୁ ଛତିଶଗଡରେ ବଡ ବଡ ଡ୍ୟାମ ଓ ଚେକଡ୍ୟାମ ହେବା ପରେ ମହାନଦୀର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି। ଶୁଖିଲା ପଡିଛି ମହାନଦୀ। ମହାନଦୀ ଟ୍ରିବ୍ୟୁନାଲର ତିନିଜଣିଆ ସଦସ୍ୟ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଟ୍ରିବ୍ୟୁନାଲ ସ୍ଥିତିକୁ ଦେଖି ଓଡିଶାର ସ୍ବାର୍ଥକୁ ନେଇ ରିପୋର୍ଟ ଦେବେ ଏବଂ ମହାନଦୀ ଜଳ ବିବାଦ ସମାଧାନ ହେବ। ଆଗାମୀ ମାର୍ଚ ମାସରେ ଛତିଶଗଡ଼ର ସ୍ଥିତିକୁ ଅନୁଧ୍ୟାନ କରିବେ: ପିତାମ୍ବର ଆଚାର୍ଯ୍ୟ, ଆଡଭକେଟ ଜେନେରାଲ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#MahanadiIssue#cwc#cuttack#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
