#ଅସନ୍ତୋଷ_ଝାଡ଼ିଲେ_ଜଗୁନି
ଶ୍ରୀମନ୍ଦିର ପ୍ରଶାସନ ହେଉ କି ଉଚ୍ଚସ୍ତରୀୟ କମିଟି କିମ୍ବା ରାଜ୍ୟ ସରକାର କେବଳ ପ୍ରହସନ କରିଛନ୍ତି । ପୂର୍ବ ସରକାର ଖୋଲିବ ଖୋଲିବ ବୋଲି କହି ଚାଲିଗଲା ଆଉ ଏବର ସରକାର ଦେଢବର୍ଷ ହେବ ଗଣତି ମନତି ହେବ କହି ସମୟ ଗଡ଼ାଇ ଗଡ଼ାଇ ଚାଲିବା ଦ୍ଵାରା କେତେବେଳ ସମୟ ପଲାଇବା ସହ ସରକାର ବି କେତେବେଳେ ଚାଲିଯିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Ratnabhandarissue#puri#jagannathswainmohapatra
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
