କୁଖ୍ୟାତ ଚୋର ନଣ୍ଡା ଗିରଫ || Notorious Thief Arrested in Bhubaneswar || | Dhauli Police Big Success || Odisha Reporter
ଭୁବନେଶ୍ବର: କୁଖ୍ୟାତ ଚୋର ନିରଞ୍ଜନ ସ୍ବାଇଁ ଓରଫ ନଣ୍ଡା ଗିରଫ। ନଣ୍ଡାକୁ ଭୁବନେଶ୍ବରରୁ ଗିରଫ କଲା ଧଉଳି ଥାନା ପୋଲିସ। ନଣ୍ଡା ନାଁରେ କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ଅଛି ୭୮ଟି ମାମଲା। ଲୁହା ରଡ୍ରେ ଗ୍ରୀଲ୍ ତାଡ଼ି ଘରେ ପଶି ଲୁଟୁଥିଲା କୁଖ୍ୟାତ ନଣ୍ଡା। ଅଟୋ, ଲୁହା ରଡ୍, ରୁପା ଚେନ୍ ଓ ୨୮ ଗ୍ରାମ୍ ରୁପା କଏନ୍ ଜବତ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#NiranjanSwain#Nanda#DhauliPolice#OdishaPolice#Bhubaneswar#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
