Advertisment

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ବୟଫ୍ରେଣ୍ଡ ମେନ୍ ଭିଲେନ୍ !|Odia Student Rape Case |Durgapur Crime |OR

author-image
Odisha Reporter

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ବୟଫ୍ରେଣ୍ଡ ମେନ୍ ଭିଲେନ୍ ! | Odia Medical Student Rape Case |Durgapur Rape Case | Odisha Reporter
ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲ କଲେଜର ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ବଡ଼ ଟୁଇଷ୍ଟ ।ଗଣଦୁଷ୍କର୍ମ ନୁହେଁ କେବଳ ଜଣେ ହିଁ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା କହିଛନ୍ତି ଆସନସୋଲ-ଦୁର୍ଗାପୁର ପୋଲିସ କମିଶନର ସୁନୀଲ ଚୌଧୁରୀ । ସାଇଣ୍ଟିଫିକ ଏଭିଡେନ୍ସ ଓ ଫୋରେନସିକ୍‌ ଟେଷ୍ଟ ପରେ ଛାତ୍ରୀଙ୍କ ସହ ଜଣେ ଦୁଷ୍କର୍ମ କରିଥିବା ସ୍ପଷ୍ଟ ଜଣାପଡ଼ିଛି ବୋଲି କହିଛନ୍ତି ସିପି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#DurgapurRapeCase#Odiagirl#BigUpdate

Advertisment
Gangrape News Student Safety Odisha West Bengal Crime Update Odisha News Today Medical College Crime Durgapur Police News Odisha breaking news Forensic Evidence Crime Update Odisha Sunil Choudhury Statement Durgapur Medical College West Bengal crime Odisha Student News Durgapur Gangrape Case Odisha oriya news today odia news live news in odia today news odisha reporter youtube national news in odia Odisha Reporter odia breaking news