Advertisment

ଓଡ଼ିଶା ବନ୍ଦ: ବୁଲିବାକୁ ଆସି ଫସିଗଲେ ସ୍କଟଲ୍ୟାଣ୍ଡ ଦମ୍ପତି || Odisha Bandh Affects Foreign Tourists || OR

author-image
Odisha Reporter

ଓଡ଼ିଶା ବୁଲିବାକୁ ଆସିଥିଲେ ସ୍କଟଲ୍ୟାଣ୍ଡ ଦମ୍ପତି । ହେଲେ ବନ୍ଦ ଯୋଗୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବାରୁ ସେମାନେ କେଉଁଆଡେ ଯାଇପାରିନଥିବା କହିଛନ୍ତି । "ଆଜି ବୁଲି ପାରିଲୁନି । ଆସନ୍ତାକାଲି ପୁରୀ ସମେତ ଅନ୍ୟ ପର୍ଯ୍ୟଟନସ୍ଥଳୀ ଯିବୁ । ଆମ ଦେଶରେ ବି ବିଭିନ୍ନ ସମସ୍ୟାକୁ ନେଇ ଏମିତି ପ୍ରତିବାଦ ହୁଏ" ବୋଲି କହିଛନ୍ତି ସ୍କଟଲ୍ୟାଣ୍ଡରୁ ଆସିଥିବା ଷ୍ଟେକଲିନ ଓ ତାଙ୍କ ସ୍ୱାମୀ ।
#odishareporter#Odishabandh#scotlandcouple#tourist
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Ground Report Odisha Puri Tourism Bhubaneswar News Bandh Effect on Tourism Odisha News Today Odisha tourism news Scottish Tourists Odisha Foreign Tourists in Odisha Odisha Bandh Impact Odisha Bandh Odisha National News oriya news today odia khabar oriya samachar ajira odia news news in odia odisha reporter youtube latest oriya news Odisha Reporter odia breaking news latest odia news Odisha News