Advertisment

Odisha Police SI Exam Scam: Exclusive Interwiew With A Aspirant||SI EXAM ||Scam||Crime Branch||OR

author-image
Odisha Reporter

ଏସଆଇ ଚାକିରୀ କେଳେଙ୍କାରୀ ଘଟଣା ପୂରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଠିକ ଏହି ସମୟରେ ଜଣେ ଚାକିରି ଆଶାୟୀ କହିଛନ୍ତି, ସାଙ୍ଘାତିକ ସତ । ଶଙ୍କର ପୃଷ୍ଟିଙ୍କ ଭଳି ଲୋକଙ୍କ ପାଇଁ ଶହଶହ ପିଲାଙ୍କ ଜୀବନ ବର୍ବାଦ ହୋଇଗଲା। ବୟସ ବଢ଼ି ଚାଲିଥିବ ଆଉ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ବି ସରିଥିବ, ଏହି ସମୟରେ ଅଚାନକ ପରୀକ୍ଷା ବାତିଲ କରିଦେବେ ସରକାର । ଏମିତି ହେବା ଦ୍ବାରା ପରିକ୍ଷାର୍ଥୀ ବା ଚାକିରି ଆଶାୟୀଙ୍କ ଉପରେ କେତେ ପ୍ରଭାବ ପକାଇଥାଏ ? ଆଜି ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମର ଅତିଥି ଅଛନ୍ତି ସୁନୀଲ ମିଶ୍ର । ସେ କହିବେ ନିରାଟ ସତ କଥା । Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: #OdishaReporter">https://www.instagram.com/odishareporter_official/#OdishaReporter#SIExamScam#OdishaPolice#CrimeBranch#BJPGovernment#Aspirants#ShankarPrusty#Broker

Advertisment
Odisha Police Exclusive Interview Crime Branch Odisha Police SI Scam Odia oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News