Advertisment

4ରୁ ବଦଳିବ ଓଡ଼ିଶାର ପାଗ | Cyclone Ditwa Effect! | Odisha weather update | Odisha Reporter

Advertisment

ବାତ୍ୟା 'ଡ଼ିଟୱା'ର ବାହ୍ୟ ବାଦଲ ସମୂହ ପ୍ରଭାବରେ ଓଡ଼ିଶାରେ ଆଂଶିକ ମେଘୁଆ ପାଗ। ଜଳୀୟବାଷ୍ପ ଓ ପୂର୍ବାଳୀ ବାୟୁ ପ୍ରଭାବରେ ବଢିବ ରାତ୍ରି ତାପମାତ୍ରା, ତେବେ ଗତକାଲି ଦକ୍ଷିଣ ଓଡ଼ିଶାରେ ପାଗ କୋହଲା ରହିବା ସହ କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲ୍ଲାରେ ହାଲୁକା ବର୍ଷା ଦେଖିବାକୁ ମିଳିଥିଲା। ସେହିପରି ଆଜି ଗଜପତି, ରାୟଗଡ଼ା, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି। ଆଗାମୀ ୨-୩ ଦିନ ରାଜ୍ୟରେ ବିଶେଷ ରହିବ ନାହିଁ ଶୀତର ପ୍ରଭାବ।

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#weather#climatechange#odishaweatherupdates

rain forecast Odisha Odisha winter update Odisha breaking weather Odisha meteorological update Odisha cyclone news Ganjam rain alert Malkangiri weather Rayagada rain Koraput rain Odisha temperature rise Odisha cloudy weather Ditwa cyclone effect odisha rain alert Odisha Weather Update Cyclone Ditwa Odisha National News odia news live ajira odia news odisha reporter youtube Odisha Reporter odia news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe