Advertisment

ସିଙ୍ଗାପୁର ଯାଉଥିଲେ, ଜାହଜରୁ କେମିତି ହେଲେ ନିଖୋଜ || Odia Sailor Missing from Ship || Odisha Reporter

author-image
Odisha Reporter

ସିଙ୍ଗାପୁର ଯାଉଥିଲେ, ଜାହଜରୁ କେମିତି ହେଲେ ନିଖୋଜ || Odia Sailor Missing from Ship || Odisha Reporter
ଜାହାଜରେ ଡ୍ୟୁଟି ବେଳେ ନାବିକ ନିଖୋଜ । ଆଙ୍ଗଲୋ ଇଷ୍ଟର୍ଣ୍ଣସିପ ମ୍ୟାନେଜମେଣ୍ଟ ସଂସ୍ଥାର କ୍ୟାଡଟ ସାର୍ଥକ ମହାପାତ୍ର ଗତ ଫେବୃଆରୀ ୩ ତାରିଖରୁ ନିଖୋଜ ଥବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାର୍ଥକ ଚାଇନାରୁ ସିଙ୍ଗାପୁର ଫେରୁଥିବା ବେଳେ ମରିସସ ଉପକୂଳ ନିକଟବର୍ତ୍ତୀ ଅଂଚଳରେ ଜାହାଜରୁ ନିଖୋଜ ହୋଇଥିଲେ । ଭଦ୍ରକ ଜିଲ୍ଲା ବେନ୍ତାଳ ପଞ୍ଚାୟତ ଗୋପାଳବିନ୍ଧା ଗ୍ରାମରେ ସାର୍ଥକଙ୍କ ଘର । ତାଙ୍କ ନିଖୋଜକୁ ନେଇ ପରିବାର ଓ ଗ୍ରାମବାସୀ ଵ୍ୟତି ବ୍ୟସ୍ତ ହୋଇଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Sarthakmohapatra#Sailor#missing#Bhadrak

Advertisment
missing person Odisha merchant navy news India Odia news today Odisha breaking news sailor disappeared near Mauritius ship duty missing case Bhadrak missing youth missing sailor India Anglo Eastern ship management news merchant navy cadet missing Odisha sailor missing at sea Sarthak Mahapatra missing Odisha National News oriya news today odia news live news in odia odisha reporter youtube national news in odia Odisha Reporter Odisha News