#ରାସ୍ତା_ଉପରେ_ବଡ଼_ବଡ଼_ପଥର
ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲା ଆର୍. ଉଦୟଗିରୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା l ବର୍ଷାର ପ୍ରଭାବରେ ରାମଗିରି ଠାରୁ ବଡ଼ଗାଁ ଘାଟି ରାସ୍ତାରେ ପାହାଡ଼ରୁ ଭୂସ୍ଖଳନ ହୋଇ ବଡ଼ ବଡ ପଥର ଓ ମାଟି ଅତଡ଼ା ଖସି ରାସ୍ତା ଉପରେ ପଡ଼ିଛି । ଫଳରେ ୫ ଖଣ୍ଡ ଗାଁ ସମେତ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ଠପ୍ ହୋଇଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Landslide#Gajapati#CycloneMontha
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
