Advertisment

ଜଣେ ହତ୍ୟା କଲା, ଜଣଙ୍କ ମୁଣ୍ଡ ଗଡ଼ିଲା , ପ୍ରେମିକାର ହାତ ନାହିଁ | Odisha Reporter

Advertisment

ଲିଜା, ଦିନେଶ ଓ ସତ୍ୟବ୍ରତ। ଚରିତ୍ର ତିନି। ହେଲେ ଏ ତ୍ରିକୋଣୀୟ ପ୍ରେମରେ ଘଟିଥିବା ହତ୍ୟାକାଣ୍ଡରେ ନାହିଁ ପ୍ରେମିକାର ହାତ। ପ୍ରଥମ ପ୍ରେମିକ ହତ୍ୟା କଲା ଆଉ ଦ୍ବିତୀୟ ପ୍ରେମିକର ମୁଣ୍ଡ ଗଡ଼ିଲା । ଲିଜାଙ୍କୁ ପ୍ରେମ କରୁଥିଲେ ଦୁଇ ଜଣ ବିବାହିତ ପ୍ରେମିକ।  ଏ ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇଛି ପୁଲିସ। ଯେଉଁ ଲିଜା ପାଇଁ ଜଣଙ୍କୁ ହତ୍ୟା କରି ଦିଆଗଲା, ଏ ହତ୍ୟାକାଣ୍ଡରେ ଲିଜାର ନାହିଁ ସଂପୃକ୍ତି। ଏସିପି କହିଛନ୍ତି ଏହି କଥା।  ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ ଠୋସ ପ୍ରମାଣ ପାଇନି ପୁଲିସ । ସେଦିନ ରାତିରେ ଲିଜା କଣ କରୁଥିଲେ? ସତ୍ୟବ୍ରତ ପ୍ରଧାନ କେଉଁଠି ଥିଲେ ?ଦିନେଶ ଅଚାନକ କାହିଁକି ରାଗିକି ଛୁରୀରେ ତଣ୍ଟିକାଟି ଦେଲା ? ଏ ହତ୍ୟାକାଣ୍ଡ ପଛରେ ଲିଜାଙ୍କ ହାତ ଅଛି କି ?   ଏ ତମାମ କାହାଣୀ ଉପରୁ ପରଦା ଉଠାଇଛନ୍ତି ଏସପି ସୋନାଲି ସିଂ ପରମାର ।
 

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe