#ରାଜପଥରେ_ମାରିଦେଲା_ଅଜଣା_ଗାଡ଼ି
ରାଜଧନୀରେ ପୁଣି ହିଟ ଆଣ୍ଡ ରନ । ଜାତୀୟ ରାଜପଥରେ ଯଗିଥିଲା ଜମ। ଭୁବନେଶ୍ୱର ରୁଦ୍ରପୁର ଜାତୀୟ ରାଜପଥରେ ସଡ଼କ ଦୃଘଟଣା ହୋଇଛି। ରାସ୍ତା ପାର ହେଲା ବେଳେ ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ। ମୃତକ ଜଣକ ହେଲେ ସୋମନାଥ ଖୁଣ୍ଟିଆ। ସୋମନାଥଙ୍କ ଘର ହେଉଛି ରୁଦ୍ରପୁର ସୁନ୍ଦରପାଟଣା । ଘରକୁ ଫେରିବା ଲାଗି ରାସ୍ତା ପାର ହେବା ବେଳେ ଦୃଘଟଣାରେ ମୃତ ହୋଇଛି। ଯାହାକୁ ନେଇ ଲୋକଙ୍କ ମଧରେ ଅସନ୍ତୋଷ ଦେଖା ଦେଇଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bhubaneswar#hitnandruncase#accident#death#tension
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
