ଭାରତ - ଦକ୍ଷିଣ ଆଫ୍ରିକା T20 ମ୍ୟାଚ ପାଇଁ ଆରଡିସି ଙ୍କ ଅଧ୍ୟକ୍ଷତାରେ ବୈଠକ। ମ୍ୟାଚକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗର ସମନ୍ବୟରରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଗୁହା ପୁନମ ତାପସ କୁମାର। ଟିକଟ ବିକ୍ରୀ ଠାରୁ ଆରମ୍ଭ କରି ମ୍ୟାଚ ଶେଷ ପର୍ଯ୍ୟନ୍ତ ଏବଂ ଖେଳାଳି ଙ୍କ ସୁରକ୍ଷା ସମସ୍ତ ଦିଗକୁ ଧ୍ୟାନ ଦେଇ ପଦକ୍ଷେପ ନେବାପାଇଁ କହିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#oca#cuttack#T20#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us