OTV’s Ama Sahi Medha 2025: ବେଷ୍ଟ ଥିମରେ ରସୁଲଗଡ଼ ନମ୍ବର 1 | Rasulgada Puja Pandal Wins Best Theme Award | Odisha Reporter
ଏଥର ଦଶହରାରେ ଓଟିଭି ଆୟୋଜନ କରିଥିଲା ଆମ ସାହି ମେଢ଼ ପ୍ରତିଯୋଗିତା। ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ପ୍ରଥମ କରି ଆୟୋଜିତ ଏହି କଣ୍ଟେଷ୍ଟରେ ମୋଟ ୧୪ କ୍ୟାଟେଗୋରିରେ ଦିଆଯାଇଛି ପୁରସ୍କାର। ବିଭିନ୍ନ ବର୍ଗରେ ପୂଜା ପେଣ୍ଡାଲଗୁଡ଼ିକୁ ପୁରସ୍କୃତ କରାଯାଇଛି। କଟକରୁ ୨୯ଟି ଏବଂ ଭୁବନେଶ୍ୱରରୁ ୧୪ଟି ପୂଜା କମିଟି ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସ୍ବଚ୍ଛ ପ୍ରକିୟାରେ ସ୍ୱତନ୍ତ୍ର ଜୁରି ଦ୍ବାରା ବିଜେତାଙ୍କୁ ବଛାଯାଇଛି। ଏହି ପ୍ରତିଯୋଗିତାରେ ଭୁବନେଶ୍ବର ରସୁଲଗଡ଼ ପୂଜାମଣ୍ଡକୁ ବେଷ୍ଟ ଥିମ୍ ପୁରସ୍କାର ମିଳିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaCulture#Rasulgarh#OdishaFestivals#BhubaneswarDussehra_2025#AmaSahiMedha#PujaPandalDesign#DussehraCelebrations#TwinCityFestivals#CulturalAwardsOdisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
