#ଗୋଟିଏ_ଦସ୍ତଖତ_ପାଇଁ_ନେଉଛନ୍ତି_ଶହେ
ନିଜ ସରକାରୀ କ୍ବାର୍ଟରରେ ଡହ ଡହ ଥଣ୍ଡାରେ, ଖାକି ଗଂଜି ପିନ୍ଧି ଖୋଲାଖୋଲି ପାଂଚଶହ ଟଙ୍କା ନେଉଛନ୍ତି। ଆଉ ଶହେ ଟଙ୍କା ନିଜ ସହଯୋଗୀଙ୍କୁ ଦେଉଛନ୍ତି। ଅବଶ୍ୟ ଲାଂଚ ନେଲା ପରେ, ଚଟାପଟ ଦସ୍ତଖତ କରୁଛନ୍ତି ପଣ୍ଡାବାବୁ। ଆଉ ମୁହଁ ଟାଣ କରି କହୁଛନ୍ତି, ଏହା ଅଧିକ ନୁହେଁ, ମୋର ଭାଂଗଖିଆ ପାଂଚଶହ ଟଙ୍କା। ମୋତେ କ୍ୟାନସର ହୋଇଛି। ତେଣୁ ଚିକିତ୍ସା ପାଇଁ ଟଙ୍କା ନେଲି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bribe#jailer#Bolangir#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
