#ବାଲି_ଚୋରି_ସାଧାରଣ_ଘଟଣା_ହେଲାଣି
ବାଲି ମାଫିଆ ଶବ୍ଦ ନୂଆ ନୁହେଁ। ବାଲି ଚୋରି ସାଧାରଣ ଘଟଣା ହେଲାଣି। ଗଞ୍ଜାମ ଓ ଜଗତସିଂହପୁରରେ ବହୁତ ଗାଡି ଜବତ ହୋଇଛି। ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଫେଲ ବୋଲି ପ୍ରମାଣିତ ହେଉଛି। ମିଲି ଭଗତରେ ଚାଲିଛି। ବ୍ୟାପକ ଖୋଳତାଡ଼ କଲେ ଆହୁରି ବାହାରିବ। ତଦନ୍ତ ସ୍ୱାଗତଯୋଗ୍ୟ। ହେଲେ ଏହାକୁ ବ୍ୟବସ୍ଥିତ ଭାବେ ସରକାର କରିବା ଦରକାର। : ପ୍ରଶାନ୍ତ ମୁଦୁଲି. ବିଜେଡି ନେତା
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Prashantmuduli#Sandmafia#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us