Advertisment

ଜଗତସିଂହପୁର ପାଇକା ନଦୀରେ ବୁଡ଼ି ଦୁଇ ଯୁବକ ମୃତ୍ୟୁ ଘଟଣାରେ ତାତିଲେ ଲୋକେ | Jagatsinghpur Tragedy | OR

author-image
Odisha Reporter

ଜଗତସିଂହପୁର ପାଇକା ନଦୀରେ ବୁଡ଼ି ଦୁଇ ଯୁବକ ମୃତ୍ୟୁ ଘଟଣାରେ ତାତିଲେ ଲୋକେ । ନଦୀରୁ ବେଆଇନ ବାଲି ଉଠାଣ ଯୋଗୁଁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବାରୁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ କ୍ରୀଷ୍ଣାନନ୍ଦପୁର ସାଇଫନ୍ ଛକ ନିକଟରେ ରାସ୍ତାରୋକ କରିଛନ୍ତି । ଗତକାଲି କ୍ରିଷ୍ଣାନନ୍ଦପୁର ନିକଟସ୍ଥ ପାଇକା ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ ୩ ଜଣ ଯୁବକ । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର। ଏବେବି ଜଣେ ଯୁବକ ନିଖୋଜ ଅଛନ୍ତି।
#OdishaAccident_PaikaRiver#DrowningIncident_Jagatsinghpur#IllegalSandMining#PublicSafety_Odisha#RiverHazards#PaikaRiverTragedy#FireBrigadeRescue#LocalProtestOdisha
#Drowning_Jagatsinghpur#PaikaRiver_Accident#VillagersProtest_Odisha#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter Odisha Latest News Jagatsinghpur News Jagatsinghpur Breaking News Paika river drowning Paika river Jagatsinghpur Jagatsinghpur youth death Odisha drowning news Paika river tragedy illegal sand mining Odisha Jagatsinghpur protest Krishnanandapur news drowning case Odisha Jagatsinghpur villagers protest Odisha accident news Odisha sand mafia