Advertisment

ଜଗତସିଂହପୁର ପାଇକା ନଦୀରେ ବୁଡ଼ି ଦୁଇ ଯୁବକ ମୃତ୍ୟୁ ଘଟଣାରେ ତାତିଲେ ଲୋକେ | Jagatsinghpur Tragedy | OR

Advertisment

ଜଗତସିଂହପୁର ପାଇକା ନଦୀରେ ବୁଡ଼ି ଦୁଇ ଯୁବକ ମୃତ୍ୟୁ ଘଟଣାରେ ତାତିଲେ ଲୋକେ । ନଦୀରୁ ବେଆଇନ ବାଲି ଉଠାଣ ଯୋଗୁଁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବାରୁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ କ୍ରୀଷ୍ଣାନନ୍ଦପୁର ସାଇଫନ୍ ଛକ ନିକଟରେ ରାସ୍ତାରୋକ କରିଛନ୍ତି । ଗତକାଲି କ୍ରିଷ୍ଣାନନ୍ଦପୁର ନିକଟସ୍ଥ ପାଇକା ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ ୩ ଜଣ ଯୁବକ । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର। ଏବେବି ଜଣେ ଯୁବକ ନିଖୋଜ ଅଛନ୍ତି।
#OdishaAccident_PaikaRiver#DrowningIncident_Jagatsinghpur#IllegalSandMining#PublicSafety_Odisha#RiverHazards#PaikaRiverTragedy#FireBrigadeRescue#LocalProtestOdisha
#Drowning_Jagatsinghpur#PaikaRiver_Accident#VillagersProtest_Odisha#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha sand mafia Odisha accident news Jagatsinghpur villagers protest drowning case Odisha Odisha Latest News Krishnanandapur news Jagatsinghpur protest illegal sand mining Odisha Paika river tragedy Jagatsinghpur Breaking News Odisha drowning news Jagatsinghpur youth death Paika river Jagatsinghpur Paika river drowning Jagatsinghpur News Odisha Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe