#ଯେଡ଼େବଡ଼_ଲୋକ_ହେଉ_ଗିରଫ_ହେବ
ଧଉଳିରେ ଯେଉଁ ଘଟଣା ଘଟିଛି ମୁଁ ଦୃଢ଼ ଭାବେ ନିନ୍ଦା କରୁଛି । ଏମିତି ଘଟଣା ସୁସ୍ଥ ସମାଜରେ ଘଟିବା ଉଚିତ ନୁହେଁ । ଏଭଳି ମାନସିକତାର ବ୍ୟକ୍ତି ସମାଜରେ କେମିତି ଦଣ୍ଡ ପାଇବେ ସେଥିପାଇଁ ମଧ୍ୟ ସରକାର ପୂର୍ଣ୍ଣ ମାତ୍ରାରେ ଚେଷ୍ଟିତ । ଯିଏ ବି ଏଥିରେ ସମ୍ପୃକ୍ତ ଥିବେ ତାକୁ ଛଡ଼ାଯିବନି: ବାବୁ ସିଂ, ବିଜେପି ବିଧାୟକ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#dhauliincident#babusingh#Odisha
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
