#ମାନସିକବିକାରଗସ୍ତ_ମହିଳାଙ୍କୁ_ଉଠାଇନେଲା
ଅପହରଣ ଛାତିଥରା ଦୃଶ୍ୟ ଏବେ ସିସିଟିଭିରେ କଏଦ ହୋଇଛି। ପ୍ରଵଳ ବର୍ଷା ପାଇଁ ଜଣେ ମାନସିକ ବିକାରଗସ୍ତ ମହିଳାଙ୍କୁ ଜୋର ଜବରଦସ୍ତ ଭାବେ ଟେକି ନେଇଥିଲା ଜଣେ ଟ୍ରକ ଡ୍ରାଇଭର। ଏହିଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପାର ରିଜର୍ଭ ପୋଲିସ ଲାଇନରେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter ##kidnappings#bhadrak#odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
