Advertisment

ଆରପାରିରେ ପ୍ୟାରୀଙ୍କ ପତ୍ନୀ | Odisha Reporter

author-image
Odisha Reporter

#ଆରପାରିରେ_ପ୍ୟାରୀଙ୍କ_ପତ୍ନୀ
ପରଲୋକରେ ପ୍ରତିଭା ମହାପାତ୍ର । ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଧର୍ମପତ୍ନୀ ପ୍ରତିଭାଙ୍କ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦୀର୍ଘଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ ଚିକିତ୍ସା ହେଇ ସୁସ୍ଥ ହେଇ ଘରକୁ ଫେରିଥିଲେ । ଆଜି ସକାଳୁ ଚା' ପିଇବା ପରେ ଛାତିରେ ଯନ୍ତ୍ରଣା ଅନୁଭଵ କରିଥିଲେ ଓ ବାନ୍ତି ହେଇଥିଲା । ହସ୍ପିଟାଲ ନେବା ବାଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#PyarimohanMohapatra#Bhubaneswar#prativamohapatra

Advertisment
Odisha Odisha Reporter Odia News Odisha News Odia National News latest odia news odia breaking news odia news national news in odia latest oriya news odisha reporter youtube today news ajira khabar news in odia ajira odia news odia news live oriya samachar oriya news today odia sambad