Advertisment

ପୀୟୁଷଙ୍କୁ ମଞ୍ଚ ମନା, ‘ନୋଟିସ୍ ମିଳିନି’ || Jatra Actor Piyush Tripathy || Bhubaneswar Court || OR

Advertisment

ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀଙ୍କୁ ଭୁବନେଶ୍ୱର କୋର୍ଟ ଦେଲେ ଝଟକା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚଢ଼ି ପାରିବେ ନାହିଁ ମଞ୍ଚ । ସ୍ବପ୍ନ ମହଲ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୀୟୂଷଙ୍କୁ ଲାଗିଲା ରୋକ୍ । ପ୍ରମୋଦ ସ୍ୱାଇଁଙ୍କ ଯାତ୍ରା ପାର୍ଟି ସହ ପୀୟୂଷ ତ୍ରିପାଠୀଙ୍କ ସହ ହୋଇଥିଲା ୨ବର୍ଷ ଚୁକ୍ତି । ଚୁକ୍ତି ଖିଲାପ କରି ପୀୟୂଷ ତ୍ରିପାଠୀ ଯାତ୍ରା ସିଂହ ବାହିନୀକୁ ଯାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ପୀୟୁଷ ତ୍ରିପାଠୀ କହିଛନ୍ତି ମୋତେ କିଛି ନୋଟିସ୍ ମିଳିନି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#piyushtripathy#jatra#jollywood#jatrasinghabahini

Advertisment
Odisha Odisha Reporter National News national news in odia latest oriya news odisha reporter youtube news in odia odia news live oriya news today Jatra controversy Odisha Odisha Entertainment News Piyush Tripathy Jatra Piyush Tripathy banned Swapna Mahal Jatra Jatra actor court case Surjya Mandir Jatra Bhubaneswar court news Jatra Singha Bahini Jatra party dispute Pramod Swain complaint Jatra latest news Odia Jatra industry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe