#ଜଣେ_ଯୁବତୀଙ୍କ_ସହ_ତିନି_ଗିରଫ
ବରଗଡ଼ରେ ସାଇବର କବଚ ଅଭିଯାନ । ମନି ଲଣ୍ଡ୍ରିଙ୍ଗ ଜରିଆରେ ବ୍ୟାଙ୍କ ହିତାଧିକାରୀଙ୍କ ଆକାଉଣ୍ଟ ଅପବ୍ୟବହାର କରି 7 କୋଟି ଟଙ୍କା ସାଇବର ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କ ସହିତ ଅନ୍ୟ 3 ଜଣ ଯୁବକଙ୍କୁ ଗିରଫ କରିଛି ବରଗଡ଼ ପୋଲିସ ।ଗିରଫ ମହିଳା ବିକି ଅଗ୍ରଓ୍ବାଲଙ୍କ ପତ୍ନୀ ଚାନ୍ଦିନୀ ଅଗ୍ରଓ୍ବାଲ, ବିହାର ରାଜ୍ୟ ମୁରାଦପୁର ଅଞ୍ଚଳର ରାକେଶ ମଣ୍ଡଳ, ପଦ୍ମପୁର ସହରର ମହମ୍ମଦ ରିଜୁଆନ ଓ ସିଦ୍ଧେଶ୍ବର ପଟ୍ଟନାୟକ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#bargarh#cyberfraud#MoneyLaundering
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us