ପାଇଖାନା ପାଖରେ ଖେଳାଳି, ଲଜ୍ଜିତ ପୁରା ଓଡ଼ିଶା || Odisha’s Young Athletes Endure Inhuman Train Journey || Odisha Reporter
ବ୍ୟାଗ ଧରି କିଏ ଜାକି ଜୁକି ହୋଇ ବସିଛି ତ କିଏ ତଳେ ସେମିତି। ଆଉ କିଏ କାନ୍ଥରେ ନହେଲେ ସାଥି ଦେହରେ ଆଉଜି ହୋଇପଡ଼ିଛି। ଯାଆସ କରୁଥିବା ଲୋକ ଗୋଡ଼ ମାଡି ଚାଲି ଯାଉଛନ୍ତି। ପାଖରେ ଥିବା ବେସିନର ପାଣି ଛିଟା ଦେହରେ ବି ପଡ଼ୁଛି । ହାଡ଼ଭଙ୍ଗା ଶୀତକୁ ଟ୍ରେନ୍ ଟଏଲେଟ୍ ମୁ। ସାରା ରାତି ଏମିତି ଏହି ସ୍ଥିତିରେ ଟ୍ରେନରେ ଯାଉଛନ୍ତି ଆମ ରାଜ୍ୟର କ୍ରୀଡ଼ା ଭବିଷ୍ୟତ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#traintoilet#odishaathlete#wrestling#schoolstudent#playerneglected
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us