Advertisment

‘ବିହାର ଭଳି ଓଡ଼ିଶାରେ ପୋଲ ଭୁଶୁଡ଼ି ପଡ଼ିବ’ || Contractors Warn Odisha Govt || Odisha Reporter

author-image
Odisha Reporter

#ବିହାର_ଭଳି_ଓଡ଼ିଶାରେ_ପୋଲ_ଭୁଶୁଡ଼ିପଡ଼ିବ
ବିହାର ଭଳି ଓଡ଼ିଶାରେ ମଧ୍ୟ ପୋଲ ଭୁଶୁଡ଼ି ପଡ଼ିବ। ରାସ୍ତାରେ ପିଚୁ ଉଠି ଯିବ ଖାଲଖମା ସୃଷ୍ଟି ହେବ। ସରକାରୀ କୋଠା ଅଳ୍ପ ଦିନରେ ଛାରଖାର ହୋଇଯିବ। ପୂର୍ତ୍ତ ବିଭାଗର ଯେଉଁ ସର୍କୁଲାର ଜାରି କରି ଯେଉଁ ନୀତି ଆପଣଇଛି ଆଗାମୀ ଦିନରେ ଓଡ଼ିଶାରେ ପୋଲ ଭୁଶୁଡ଼ି ପଡ଼ିବ । କାମ ନକରି କଣ୍ଟରାକ୍ଟ୍ରର ଫେରାର ହୋଇଯିବ । ରାସ୍ତା ଘାଟରେ ପିଚୁ ଉଠିଯିବା ସହ ଖାଲଖମା ସୃଷ୍ଟି ହେବ । ଏଭଳି ଚିତ୍ର ସାମ୍ନାକୁ ଆସିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛି ଅଲ୍ ଓଡିଶା କଣ୍ଟରାକ୍ଟର ଆସୋସିଏସନ୍ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bridge#bihar#odisha#ContractorAssociation#PressMeet

Advertisment
Odisha roads condition Bihar bridge collapse reference contractor protest Odisha public works department news Odisha breaking news bridge safety India road damage Odisha PWD circular Odisha All Odisha Contractors Association contractors association Odisha bridge collapse warning Odisha infrastructure crisis Odisha National News odia khabar odia news live odisha reporter youtube national news in odia Odisha Reporter odia news Odisha News