Advertisment

ଭୁବନେଶ୍ବରରେ ଫାଇନ କାଟୁଛି ପୋଲିସ, ପକେଟ ଭରୁଛି ପରିବହନ ବିଭାଗର || E-Challan Confusion in Bhubaneswar || OR

author-image
Odisha Reporter

ଭୁବନେଶ୍ବରରେ ଫାଇନ କାଟୁଛି ପୋଲିସ, ପକେଟ ଭରୁଛି ପରିବହନ ବିଭାଗର || E-Challan Confusion in Bhubaneswar || Odisha Reporter
ଭୁବନେଶ୍ବରରେ କିଏ ଲଗାଇଛି ହାଇ ମେଗାପିକ୍ସେଲ କ୍ୟାମେରା । କିଏ କାଟୁଛି ଇ-ଚାଲାଣ । କେଉଁଠି ଭରିବେ ଫାଇନ୍ । ଏ ପ୍ରଶ୍ନ ଏବେ ଏଥିପାଇଁ ସୃଷ୍ଟି ହେଲାଣି। କାରଣ ଗତ 11 ତାରିଖ ଦିନ 50 କିଲୋ ମିଟର ସ୍ପିଡ୍ ଲମିଟକୁ ନେଇ ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ଆସିଥିଲା ଏକ ଇ- ଚାଲାଣ । ଭୁବନେଶ୍ବର ଶିଖରଚଣ୍ଡିଠାରେ ଲାଗିଥିବା କ୍ୟାମେରା ତାଙ୍କ କାରକୁ କଏଦ କରିଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bhubaneswar#Trafficfine#CommissioneratePolice#TransportDepartment

Advertisment
Road safety Odisha traffic rules Bhubaneswar vehicle speed limit Odisha Odisha traffic news Shikharachandi camera e challan speed limit traffic fine Bhubaneswar high megapixel camera Odisha speed camera Bhubaneswar Bhubaneswar e challan Odisha National News oriya news today oriya samachar odia news live news in odia today news odisha reporter youtube national news in odia Odisha Reporter Odisha News