Advertisment

ଭୁବନେଶ୍ବରରେ ଫାଇନ କାଟୁଛି ପୋଲିସ, ପକେଟ ଭରୁଛି ପରିବହନ ବିଭାଗର || E-Challan Confusion in Bhubaneswar || OR

Advertisment

ଭୁବନେଶ୍ବରରେ ଫାଇନ କାଟୁଛି ପୋଲିସ, ପକେଟ ଭରୁଛି ପରିବହନ ବିଭାଗର || E-Challan Confusion in Bhubaneswar || Odisha Reporter
ଭୁବନେଶ୍ବରରେ କିଏ ଲଗାଇଛି ହାଇ ମେଗାପିକ୍ସେଲ କ୍ୟାମେରା । କିଏ କାଟୁଛି ଇ-ଚାଲାଣ । କେଉଁଠି ଭରିବେ ଫାଇନ୍ । ଏ ପ୍ରଶ୍ନ ଏବେ ଏଥିପାଇଁ ସୃଷ୍ଟି ହେଲାଣି। କାରଣ ଗତ 11 ତାରିଖ ଦିନ 50 କିଲୋ ମିଟର ସ୍ପିଡ୍ ଲମିଟକୁ ନେଇ ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ଆସିଥିଲା ଏକ ଇ- ଚାଲାଣ । ଭୁବନେଶ୍ବର ଶିଖରଚଣ୍ଡିଠାରେ ଲାଗିଥିବା କ୍ୟାମେରା ତାଙ୍କ କାରକୁ କଏଦ କରିଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bhubaneswar#Trafficfine#CommissioneratePolice#TransportDepartment

Advertisment
Odisha Odisha Reporter Odisha News National News national news in odia odisha reporter youtube today news news in odia odia news live oriya news today oriya samachar Odisha traffic news Road safety Odisha speed camera Bhubaneswar traffic fine Bhubaneswar Bhubaneswar e challan high megapixel camera Odisha e challan speed limit Shikharachandi camera vehicle speed limit Odisha traffic rules Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe