ଧର୍ମଶାଳାରେ ମହାଭାରତ । ପ୍ରଣବ ଓ ଲିକୁଙ୍କ ମଧ୍ୟରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି । ରାତି ସାରା ଧାରଣାରେ ବସିଛନ୍ତି ପ୍ରଣବଙ୍କ ସମର୍ଥକ । ଅନ୍ୟପଟେ ଲିକୁଙ୍କ ସମର୍ଥକ ବି ମାଗୁଛନ୍ତି ନ୍ୟାୟ । ପ୍ରଣବଙ୍କ ସମର୍ଥକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଲିକୁଙ୍କ ସମର୍ଥକ ।
#odishareporter#jajpur#likusahoo#pranabbalabantray#politicalclash
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
