#ଅଭିଯୁକ୍ତକୁ_ଦଣ୍ଡ_ଦିଅ_ନହେଲେ_ଉଠିବୁନି…
ନୟାପଲ୍ଲୀ ୟୁନିଟ ୮ରେ ବବୁଲ ଦାସ ହତ୍ୟାକାଣ୍ଡ ପରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପାରିବାର ଲୋକ । ସିଆରପିରୁ ରାସ୍ତା ଅବରୋଧ । ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କଲେ ଉତ୍ୟକ୍ତ ଲୋକ। ଘର ସାମ୍ନାରେ ବବଲୁ ହତ୍ୟା ଘଟଣା ନେଇ ବିରୋଧ କରିଥିଲେ । ହତ୍ୟାକାରୀ ଗିରଫ ଦାବିରେ ରାସ୍ତାରେ ଆନ୍ଦୋଳନକାରୀ ଟାୟାର ଜାଳି ଗାଡି ଅଟକାଇଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝା ସୁଝା କରୁଛି ।
#bhubaneswar#Crime#Odisha#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us