#ଏଭଳି_ଅବ୍ୟବସ୍ଥାକୁ_ବରଦାସ୍ତ_କରିବିନି- ଅମରେନ୍ଦ୍ର
ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଆରମ୍ଭରୁ କେଁ। ଉଦଘାଟନୀ ସଭା ଆରମ୍ଭରେ ବିଳମ୍ବ ଯୋଗୁଁ ଉତ୍ସବସ୍ଥଳରୁ ଆୟୋଜକଙ୍କ ଉପରେ ରାଗି ଫେରିଗଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଆୟୋଜକଙ୍କ ଉପରେ ବିରକ୍ତ ହୋଇ ବିଧାୟକ ଫେରିଯାଉଥିବା ସମୟର ଭିଡିଓ ଏବେ ଭାଇରାଲ୍ ହେଉଛି। ସେପଟେ ସବୁ ଅତିଥି ପହଞ୍ଚିନଥିବାରୁ ସଭା ଆରମ୍ଭରେ ବିଳମ୍ବ ହେଲା ବୋଲି ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ କହିଛନ୍ତି।
#Jagatsinghpur#MLARow#EventDelay#ViralVideo#OdishaPolitics#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
