Advertisment

ରମେଶ କହିଲେ ଆନ୍ନା-ପିଣ୍ଟୁ କେତେ ପାୱାରଫୁଲ ... ଲାଗିଗଲେ ବିପ୍ଲବ ସିଦ୍ଧାନ୍ତ | Haldiapadar Bridge Controversy!

author-image
Odisha Reporter

#ରମେଶ_କହିଲେ_ଆନ୍ନା_ପିଣ୍ଟୁ_କେତେ_ପାୱାରଫୁଲ
ବ୍ରହ୍ମପୁର ହଳଦିଆପଦର ବ୍ରିଜକୁ ନେଇ ଆରମ୍ଭ ହୋଇଗଲା ରାଜନୈତିକ ଟଣାଓଟରା। ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ସିଧା ନିଶାନା କରିଛନ୍ତି ପୂର୍ବତନ ମେୟର ପିଣ୍ଟୁ ଦାସ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ। କହିଛନ୍ତି, ଦିନେ ବ୍ରହ୍ମପୁରକୁ ଚଳାଉଥିଲେ ଆନା-ପିଣ୍ଟୁ ଯୋଡ଼ି। ସୂର୍ଯ୍ୟ ନାରାୟଣ ପାତ୍ର ସେତେବେଳେ ଗଂଜାମ ଜିଲ୍ଲାର ଟାଣୁଆ ମନ୍ତ୍ରୀ। ତାଙ୍କ କଥାରେ ଗଂଜାମରେ ଅନେକ କିଛି ହେଉଥିଲା। ଆଗରୁ ଓଡ଼ିଶା ରିପୋର୍ଟରରେ ଆମେ ହଳଦିଆପଦର ବ୍ରିଜର ଡିପିଆର ବଦଳିବା ନେଇ ଅନେକ ଖବର ପରିବେଷଣ କରିଛୁ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#haladiapadar#berhampurbridge#SuryaNarayanPatro#Odisha#Odishapolitics#OdishaReporter

Advertisment
Odisha News Update Odisha regional news Haladiapadar DPR controversy Brahmapur political fight Odisha MLA news Ganjam politics latest Berhampur bridge issue Odisha breaking news Ramesh Jena latest news Odisha reporter news Sanakhemundi MLA Odisha political controversy Brahmapur news today Haladiapadar bridge controversy Ramesh Jena statement Odisha Politics Ganjam political news Haladiapadar Bridge Surya Narayan Patra Pintu Das Ramesh Jena