ମାଟି ନେଇ ଖୁସିରେ ଫେରିଲେ ମରିସସରୁ ଯାଜପୁର ଆସିଥିବା ରାମରୁପ ଜଗରୁନାଥ | Mauritius Man Finds Ancestral Land in Jajpur | Odisha Reporter
ନିଜ ରକ୍ତ ସମ୍ପର୍କ ମଣିଷ ମିଳିଲେନି କିନ୍ତୁ ମାଟି ମିଳିଲା । ମାଟି ନେଇ ଖୁସିରେ ଫେରିଲେ ମରିସସରୁ ଯାଜପୁର ଆସିଥିବା ରାମରୁପ ଜଗରୁନାଥ। ପୁର୍ବଜଙ୍କ ସହ ସାକ୍ଷାତ ଆଶାରେ ଗତ ୨୩ ତାରିଖରୁ ଯାଜପୁର ଆସି ପୂର୍ବ ପୁରୁଷଙ୍କ ପିଣ୍ଡ ଦାନ କରିବା ସହ ପ୍ରଶାସନ ସହାୟତା ରେ ରାମରୁପ୍ ଗଳି କନ୍ଦି ଖୋଜିଥିଲେ ।
#RamarupJagannath_JajpurJourney#PindDaan_AncestralSoilOdisha#MarissaToJajpur_HumanInterest#odishareporterOdisha
Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us