Advertisment

ରଙ୍ଗିଲା IAS ବାବୁ ...କଲେଣି ହ୍ୟାଟ୍ରିକ୍ ମ୍ୟାରେଜ୍ | MP IAS Avi Prasad Married 3 IAS Officers in 11 Years

Advertisment

ସଉକିଆ ଆଇଏଏସ ବାବୁ। କାମରେ ନୁହେଁ, ହାତକୁ ଦିହାତ ହେବାରେ କଲେଣି ବଡ଼ ରେକର୍ଡ। ଗୋଟିଏ ପତ୍ନୀରେ ବାବୁଙ୍କର ଜମା ମନ ମାନେନି। କାମର ଚାପ ଯେତେ ବଢ଼ୁଛି, ବାବୁ ଖୋଜୁଛନ୍ତି ଟିକେ ଏକ୍ସଟ୍ରା, ଟିକେ ଲାର୍ଜ। ପ୍ରେମ ପ୍ରେମରେ ପକାଇଲେଣି ୩ଥର ହାତଗଣ୍ଠି। କିନ୍ତୁ ଦର୍ଶକବନ୍ଧୁ ଏ ଆଇଏଏସ ବାବୁ ଏମିତି ସେମିତି ନୁହଁନ୍ତି, ୩-୩ଟି ଆଇଏଏସ ଅଧିକାରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେଣି। ଚର୍ଚ୍ଚାରେ ମଧ୍ୟପ୍ରଦେଶର ଆଇଏଏସ ଅଫିସର ଅଭି ପ୍ରସାଦ। ଇଏ ଭାରତର ଏମିତି ଜଣେ ପ୍ରଶାସନିକ ଅଧିକାରୀ, ଯିଏକି ତିନିତିନି ଜଣ ଆଇଏଏସ ଅଧିକାରୀଙ୍କୁ ବିବାହ କରିଛନ୍ତି।
#IASOfficer#IASControversy#MarriageControversy#HattrickMarriage
#BreakingNews#ViralNews#BureaucracyBuzz#IndiaNews#odishareporter

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Hindi news trending IAS officer relationship story breaking news MP controversial IAS officer MP love marriage IAS officer viral news India Indian administrative service news trending IAS news bureaucrat scandal news civil services news India MP news today IAS officer personal life IAS marriage controversy India MP bureaucrat viral news IAS love story controversy Ankita Dhakre who is IAS officer married 3 times Madhya Pradesh IAS news Avi Prasad IAS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe