ମାଟି ତଳୁ ଶୁଭୁଛି ଉଦ୍ଧାର କର || Tragic Landslide in Gajapati || Rescue Operation Underway || Odisha Reporter
ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ଭୁସ୍ଖଳନ ଯୋଗୁଁ ପେକେଟ ଗାଁରେ ବାପା ପୁଅ ମାଟି ତଳେ ପୋତି ହୋଇଯାଇଛନ୍ତି। ବିଲରେ କାମ କରୁଥିବା ସମୟରେ ଭୁସ୍ଖଳନ ହୋଇଥିଲା। ବାପା ଓ ପୁଅ ମାଟି ତଳେ ପୋତି ହୋଇଯାଇଥିଲେ। ଅଗ୍ନିଶମ ବିଭାଗର ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#parlakhemundi#landslide#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
