#ସାରଙ୍କୁ_ଛାଡ଼ିବାକୁ_ନାରାଜ_ପିଲା
ଶିକ୍ଷକ ହେବତ ଏମିତି । ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଅବସରରେ ନିଜର ପ୍ରିୟ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ, ସହକର୍ମୀ ଓ ଅଭିଭାବକ ମାନେ ଏକ ଶୋକାକୁଳ ପରିବେଶ ମଧ୍ୟରେ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି । ପୁରୀ ଜିଲ୍ଲା ନିମାପଡ଼ା ସ୍ଥିତ ସରକାରୀ ପ୍ରାକଟିସିଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ମିଶ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ଅବସରରେ ଛାତ୍ରଛାତ୍ରୀ ମାନେ କାନ୍ଦି କାନ୍ଦି ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏପରିକି କୁନି କୁନି ପିଲାମାନେ ନିଜ ପ୍ରିୟ ଶିକ୍ଷକଙ୍କୁ କାନ୍ଦି କାନ୍ଦି ଜାବୁଡ଼ି ଧରିଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#farewell#headmaster#cry#Students
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us