#ସୁନା_ନିବେଶର_ସଠିକ୍_ସମୟ
ଓଡିଶାର ସର୍ବ ପୁରାତନ ଓ ଭରସାଯୋଗ୍ୟ ବ୍ରାଣ୍ଡ ଜୁଏଲରୀ ଖିମଜୀ ପକ୍ଷରୁ ଧନତେରସ ପାଇଁ ଚାଲିଛି ସ୍ୱତନ୍ତ୍ର ଅଫର । ସୁନା ରୂପ ଦର ବୃଦ୍ଧି ହେବା ପରେ ମାର୍କେଟର ସ୍ଥିତି ଓ ଚଳିତ ବର୍ଷ ଧନତେରସରେ କିପରି ବ୍ୟବସାୟ ହେବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।ମାର୍କେଟ କିପରି ଚାଲିଛି ଓ ଗ୍ରାହକମାନଙ୍କ ପାଇଁ ଖିମଜୀ କଣ ଆକର୍ଷଣୀୟ ଅଫର ଆଣିଛି ସେନେଇ, ଖିମଜୀ ଜୁଏଲରୀର ମ୍ୟାନେଜିଙ୍ଗ ଡାରେକ୍ଟର କଣ କହୁଛନ୍ତି ଶୁଣନ୍ତୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#khimjijewellery#Bhubaneswar#Dhanteras
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
