#ମହାଷୌଧୀ_ବନିବାକୁ_ଯାଉଛି_ପିପଲି
ଭାରତୀୟ ମସଲା ପିପଲିରେ ଭରି ରହିଛି ଜୀବନ ନେଉଥିବା କ୍ୟାନସରର ଔଷଧୀୟ ଉପାଦାନ। ମହାଷୌଧୀ ବନିବାକୁ ଯାଉଛି ମସଲା ବୈଦେହୀ ଅର୍ଥାତ୍ ପିପଲି। ରାଉରକେଲା ଏନଆଇଟିର ଲାଇଫ ସାଇନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା। ଏହି ଟିମ୍ 2 ବର୍ଷ ଧରି କଲୋନ୍ କ୍ୟାନସର ଏବଂ ଏଥିରେ ଲଙ୍ଗ ପିପର ଅର୍ଥାତ୍ ପିପଲିର ବ୍ୟବହାର ନେଇ ଗବେଷଣା ଜାରି ରଖିଥିଲେ। ଏବେ ଏହି ଟିମକୁ ସଫଳତା ମିଳିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#pipali#cancer#cancerRemdies#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
