ବାପାଙ୍କୁ ଠକିଦେଲା ରୂପା.. ମନ୍ଦିର ଯାଇଥିଲା ଆଉ ଫେରିଲାନି | Odia Girl Killed in Andhra Temple Stampede | Odisha Reporter
ଇଏ ସେଇ ହତଭାଗା ବାପା। ଘରେ ଏକାକି ବସିଛନ୍ତି । ଦେଢବର୍ଷ ତଳେ ପତ୍ନୀ ଚାଲିଯାଇଥିଲେ ଏବେ ଏକମାତ୍ର ଝିଅ ବି ହାତ ଛାଡ଼ିଦେଲା । ପଛରେ ଦିପଟିଏ ଜଳୁଛି, ସେଇ ଝିଅର ଫଟୋ ପାଖରେ, ଯିଏ କାଲି କଥା ଦେଇ ମନ୍ଦିର ଯାଇଥିଲା। ଆଉ ଠକିଦେଇ ପରପାରିକୁ ଚାଲିଗଲା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#RupaStory#OdishaNews#SrikakulamTragedy#EmotionalStory#ViralNews#HumanStory#OdishaGirl#HeartbreakingNews#FatherDaughterBond#NewsToday#OdishaUpdate#AndhraTempleTragedy#EmotionalVideo#RIPRupa#KasibuggaTemple
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
