Advertisment

‘TRP ପାଇଁ ନାଟକ କରୁଛନ୍ତି ସାତ୍ୟକି’ || Property Dispute Controversy ||Ollywood Actor Satyaki Mishra |OR

author-image
Odisha Reporter

ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ ଘଟଣା । ପତିକ୍ରିୟା ରଖିଲେ ସାତ୍ୟକୀ ମିଶ୍ରଙ୍କ ଭାଇ ସୌମିତ୍ରୀ ମିଶ୍ର । ସାତ୍ୟକୀ ମିଶ୍ରଙ୍କ ସମସ୍ତ ଅଭିଯୋଗ ଭିତ୍ତିହୀନ। ମୂଳ ପ୍ରସଙ୍ଗକୁ ଲୁଚେଇବା ପାଇଁ ମିଛ କହୁଛନ୍ତି ସାତ୍ୟକୀ ମିଶ୍ର । ସ୍ଟୁଡେଣ୍ଟ ବୁକ ଷ୍ଟୋର ଆମର ପୂର୍ବଜ ମାନଙ୍କ ପ୍ରତିଷ୍ଠା କରାଯାଇଥିବା ବ୍ୟବସାୟିକ ପ୍ରତିଷ୍ଠାନ । ସାତ୍ୟକୀ ମିଶ୍ର ଏବଂ ତାଙ୍କ ବାପା ନୃସିଂହ ପ୍ରସାଦ ମିଶ୍ର ଆମକୁ ବ୍ୟବସାୟ ର ଭାଗ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#satyakimishra#cuttack#FamilyDispute

Advertisment
Odisha Viral News Ollywood actor controversy cuttack news today Satyaki Mishra police visit Odisha film industry news Ollywood breaking news property dispute Odisha Satyaki Mishra case Odisha Celebrity News Ollywood Controversy Cuttack DCP visit Satyaki Mishra property dispute Ollywood actor Satyaki Mishra Satyaki Mishra Odisha National News oriya news today odia news live latest oriya news Odisha Reporter celebrity legal dispute