ମଝି ସମୁଦ୍ରରୁ ଶୁଭୁଛି ରକ୍ଷା କର… || Paradeep Tragedy: Fishing Boat Capsizes Near Nehru Bungalow || Odisha Reporter
ପାରାଦୀପ ସମୁଦ୍ର ମୁହାଣରେ ଓଲଟି ପଡ଼ିଲା ମାଛଧରା ଡଙ୍ଗା । ନେହରୁ ବଙ୍ଗଳା ନିକଟ ସମୁଦ୍ର ମୁହାଣରେ ଓଲଟି ପଡ଼ିଛି ଡଙ୍ଗା । ହେଲେ ଡଙ୍ଗାରେ କେତେ ଜଣ ଲୋକ ଥିଲେ ସେନେଇ କିଛି ସ୍ପଷ୍ଟ ହୋଇନି । ଓଲଟି ପଡ଼ିଥିବା ଡଙ୍ଗା ଉପରେ କିଛି ଫସି ରହିଥିବା ସୂଚନା ମିଳିଛି । ତେବେ ଅନ୍ୟ ଏକ ମାଛଧରା ଡଙ୍ଗା ଦ୍ବାରା ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#paradeep#jagatsinghpur#boatcapsized#fishing#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
