Advertisment

ଡରାଉଛି ପଲ୍ୟୁସନ୍ ସାର୍ଟିଫିକେଟ୍ … ଆଗ ଚାଲାଣ ଭର, ତା ପରେ ଟେଷ୍ଟ | No Pollution Certificate, No Fuel! |OR

author-image
Odisha Reporter

ଡରାଉଛି ପଲ୍ୟୁସନ୍ ସାର୍ଟିଫିକେଟ୍ … ଆଗ ଚାଲାଣ ଭର, ତା ପରେ ଟେଷ୍ଟ | No Pollution Certificate, No Fuel! Massive Rush at PUC Centers | Odisha Reporter
ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ଗୁଡିକରେ ପ୍ରବଳ ଭିଡ଼। ଗାଡି ନମ୍ବର ପକାଇଦେଲେ ବାହାରି ପଡୁଛି ଗାଡ଼ିର ଇତିହାସ। ଯାହାକୁ ନେଇ ଛନକା ପଶିଛି ଗାଡି ମାଲିକଙ୍କ ଭିତରେ। କାହିଁକି ନା ଗାଡ଼ିରେ ଫାଇନ୍ ଥିଲେ, ହେଉନାହିଁ PUC ସାର୍ଟିଫିକେଟ୍। ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି କିଛି ଗାଡି ଚାଳକ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#pucc#Odisha#TransportDepartment#Odisha#OdishaReporter

Advertisment
vehicle fine problem drivers protest PUC PUC fine issue transport department rules pollution testing India vehicle owners news India traffic rules update fuel denied without PUC PUC rules 2024 vehicle history online India traffic fine check vehicle number Vehicle pollution certificate PUC testing center rush no PUC no fuel rule PUC certificate India Pollution certificate rule odisha reporter youtube Odisha Reporter Odisha News