#ଅର୍ପିତା_ଓ_ଦୁଇ_ମ୍ୟାନେଜରଙ୍କୁ_ଘାଣ୍ଟିବ_ମର୍କତନଗର_ପୋଲିସ
ହ୍ୟୁମାନଙ୍କ ମୃତ୍ୟୁର ମାସେ ପରେ ମାଆ ସେଫାଳି ସୁନାଙ୍କ ଏଫଆଇଆର୍ ମାମଲାକୁ ପୁଣି ତାଜା କରି ଦେଇଛି । ମାଆ ଶେଫାଳିଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଦେଇଛି କଟକ ମର୍କତନଗର ଥାନା ପୋଲିସ । ଏଫଆଇଆରରେ ଲେଖାଥିବା ନାଁ ଅନୁସାରେ ଜଣଙ୍କ ପରେ ଜଣଙ୍କୁ ଡକରା ହେଉଛି । ଆଗକୁ ଥାନାରେ ବସାଇ ମାରାଥନ୍ ଜେରା କରି ସତ କାଢ଼ିବ ପୋଲିସ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#humansagar#cuttack#FIR#DeathSuspense#sefalisuna#deineshbehera#arpitachoudhury#ShreyaMishra
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us