Advertisment

'ଶିବା କହିବ ମୋ ସ୍ୱାମୀ ମୃତ୍ୟୁର କାରଣ' || Wife’s Explosive Claim in YouTuber Rahul Murder Case ||OR

author-image
Odisha Reporter

#ଶିବା_କହିବ_ମୋ_ସ୍ୱାମୀ_ମୃତ୍ୟୁର_କାରଣ
ୟୁଟ୍ୟୁବର ରାହୁଲଙ୍କ ହତ୍ୟାକାଣ୍ଡକୁ ନେଇ ଅନେକ ସସପେନ୍ସ । ପୋଲିସ କହୁଛି ହଠାତ୍ ଉତ୍ୟକ୍ତ ହୋଇ ଛୁରୀ ଭୁସିଦେଲେ । ହେଲେ ରାହୁଲଙ୍କ ପତ୍ନୀ ତ୍ରିଷ୍ଣା କହିଛନ୍ତି ସାଂଘାତିକ କଥା । ଶିବା ଭାଇଙ୍କ ସହ ଅଭିଯୁକ୍ତଙ୍କ ପାଟିତୁଣ୍ଡ ହେଲା । ମୋ ସ୍ୱାମୀ କେବଳ ଅଟକାଇବାକୁ ଯାଇଥିଲେ । ଅନ୍ୟମାନଙ୍କୁ ଛାଡ଼ି ମୋ ସ୍ୱାମୀଙ୍କୁ କେବଳ କାହିଁକି ମାରିଲେ । ଏହାପଛରେ ଅନେକ କଥା ଅଛି । ଶିବା ଭାଇ ପ୍ରକୃତ କାରଣ କହିପାରିବେ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#youtuberrahul#RahulMurderCase#Wife#allegation#Bhubaneswar

Advertisment
Rahul murder update Capital city crime news Odisha breaking news YouTuber killed in Bhubaneswar Murder investigation Odisha Rahul stabbing case Bhubaneswar crime news today Odisha crime news Trishna statement Rahul case Rahul wife statement Shiva brother controversy Rahul death mystery Bhubaneswar murder case YouTuber Rahul murder Rahul murder case Odisha Reporter Odisha National News odia news live news in odia odisha reporter youtube Odisha News