Advertisment

Shocking! ସ୍କୁଲରେ ବନ୍ଧୁକ ଧରି ବୁଲୁଛି ଛାତ୍ର || Student Found With Gun in Odisha Govt School Balasore

author-image
Odisha Reporter

#ସ୍କୁଲରେ_ବନ୍ଧୁକ_ଧରି_ବୁଲୁଛି_ଛାତ୍ର
ଛାତ୍ରଙ୍କ ନିକଟରୁ ମିଳିଲା ବନ୍ଧୁକ। ବାଲେଶ୍ୱର ଖନ୍ତାପଡ଼ା ଥାନା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର ହୋଇଛି l ଗତକାଲି ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ଛାତ୍ରଛାତ୍ରୀମାନେ ବନ୍ଧୁକ ଦେଖିବାକୁ ପାଇଥିଲେ । ସେମାନେ ବିଦ୍ୟାଳୟର ଶିକ୍ଷକଙ୍କୁ ଅବଗତ କରାଇଥିଲେ l ପରେ ସ୍କୁଲ କମିଟି ପହଞ୍ଚି ଖନ୍ତାପଡ଼ା ପୋଲିସକୁ ଖବର ଦେଇଥିଲେ l ପୋଲିସ ସାଧା ପୋଷାକରେ ଆସିଥିବା ବେଳେ ତାଙ୍କୁ ଅଟକ ରଖିଥିଲେ l ପରେ ଅନ୍ୟ ପୋଲିସ କର୍ମଚାରୀ ଆସି ବିରକ୍ତି ପ୍ରକାଶ କରିବାରୁ ସେମାନଙ୍କୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ l ତେବେ ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ତାହା ସନ୍ଦେହ ସୃଷ୍ଟି କରିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#SchoolSafety_Balasore#StudentWithGun_Khantapada#OdishaCrimeNews_Education#PoliceAction_Khantapada#GunRecovery#SchoolIncident#StudentSecurity#VillageTension#OdishaReporter

Advertisment
India Breaking News school safety alert Odisha local news today shocking school incident India Odisha Education News student caught with weapon Police Investigation Odisha Odisha crime news school panic incident Balasore latest news government school Odisha student security issue Odisha reporter school incident gun recovery news school safety India Khantapada police case Balasore school news student with gun Odisha gun found in school Odisha Reporter